ହଇରାଣ ହରକତ Hairāṇa harakata

  • ବୈଦେ. ବି (ଏକାର୍ଥକ ସହଚର) (ଆ. ହୈରାନ୍+ହରକ୍କତ) — ନାନାପ୍ରକାର କଷ୍ଟ — Botherration; trouble
  • ବୈଦେ. ବିଣ — ବ୍ୟାକୁଳ ଓ କଷ୍ଟପ୍ରାପ୍ତ — Bothered and troubled