ହଇକତ୍ Haikat
- ବୈଦେ. ବି—(ଫା. ହକିକତ୍=ବୃତ୍ତାନ୍ତ) — ବୃତ୍ତାନ୍ତ — Description
- ବୈଦେ. ବି—(ଫା. ହକିକତ୍=ବୃତ୍ତାନ୍ତ) — ବିବରଣ ବା ବର୍ଣ୍ଣନା — Detailed description
- ବୈଦେ. ବି—(ଫା. ହକିକତ୍=ବୃତ୍ତାନ୍ତ) — [ଦ୍ର—ଏ ଶବ୍ଦ 'ହାଲ' ଶବ୍ଦ ସଙ୍ଗେ ସହଚର ରୂପେ ମଧ୍ୟ ବ୍ଯବହୃତ ହୁଏ। ଯଥା —ଅମୁକ ଗ୍ରାମର ହାଲ ହଇକତ କିଛି ଜଣାଗଲା ନାହିଁ।