ହଂସୁଲି ହାଡ଼ Haṁsuli hāṟḍ̠a

  • ଦେ. ବି (ସଂ. ଅଂସ+ଲା. ଧାତୁ) — ବେକର ଦୁଇ ପାଖରେ କାନ୍ଧ ତଳେ ସାମନାରେ ଥିବା ଦୁଇ ପାଖର ଧନ୍ୱାକାର ହାଡ଼ — Collar bone; clavicle