ହଂସୁଆ Haṁsuā

  • ଦେ. ବି — କଟକ ଜିଲ୍ଲାର ପ୍ରାକୃତିକ ଜଳଧାରାକୁ ବଙ୍ଗୋପସାଗରରେ ପକାଉଥିବା ଏକ ନୈସର୍ଗିକ ନାଳ — A natural drainage channel draining the water of a part of the Cuttack dist. into the sea
  • ଦେ. ବି — ପ୍ରାଚୀନ ବନ୍ଦର ବିଶେଷ — The name of an old port
  • ଦେ. ବି — ହଂସ ବା ହଂସନାଥର ଅନାଦରାର୍ଥକ ଡାକ ନାମ — Nickname of Haṁsanātha
  • ଦେ. ବି — ହଂସିଆ (ଦେଖ) — Haṁsiā (See)