ହସିତ Hasita

  • ସଂ. ବିଣ. ପୁଂ—(ହସ୍ ଧାତୁ=ହସିବା+କର୍ତ୍ତୃ. ତ). କୃତ- ହାସ; ହାସ୍ୟଯୁକ୍ତ, ସହାସ୍ୟ — Laughing
  • ସଂ. ବିଣ. ପୁଂ—(ହସ୍ ଧାତୁ=ହସିବା+କର୍ତ୍ତୃ. ତ). ସସ୍ମିତ — Smiling
  • ସଂ. ବିଣ. ପୁଂ—(ହସ୍ ଧାତୁ=ହସିବା+କର୍ତ୍ତୃ. ତ). ଫୁଲ୍ଲ; ପ୍ରସ୍ଫୁଟିତ; ବିକଶିତ — Full-blown (flower)
  • ସଂ. ବିଣ. ପୁଂ—(ହସ୍ ଧାତୁ=ହସିବା+କର୍ତ୍ତୃ. ତ). (ହସ୍ ଧାତୁ =ଉପହାସ କରିବା+କର୍ମ. ତ) ଲୋକେ ଯାହାକୁ ଉପହାସ କରନ୍ତି, ଉପହସିତ — Laughed at; scoffed at
  • ସଂ. ବି (ହସ୍ ଧାତୁ=ହସିବା+ଭାବ ତ) ହାସ୍ୟ — laugh
  • ସଂ. ବି (ହସ୍ ଧାତୁ=ହସିବା+ଭାବ ତ) [ଦ୍ର—ହସିତ ଛଅ ପ୍ରକାର; ହାସ୍ୟତଳେ ଟୀକା ଦେଖ]
  • ସଂ. ବି (ହସ୍ ଧାତୁ=ହସିବା+ଭାବ ତ) ଅଳ୍ପମାତ୍ର ଦାନ୍ତ ଦେଖାଯିବା ଭଳି ହସ — Laugh in which the teeth are partially seen
  • ସଂ. ବି (ହସ୍ ଧାତୁ=ହସିବା+ଭାବ ତ) ଉପହାସ — Ridicule; derision