ହଂସୀ Haṁsī

  • ସଂ. ବି ସ୍ତ୍ରୀ (ହଂସ+ଈ) — ସ୍ତ୍ରୀ ହଂସ; ମାଈ ହଂସ — A she-swan
  • ସଂ. ବି ସ୍ତ୍ରୀ (ହଂସ+ଈ) — ଦ୍ୱାବିଂଶତ୍ୟକ୍ଷରପାଦ ଛନ୍ଦୋ— ବିଶେଷ — Name of a Sanscrit metre of letters
  • ସଂ. ବି ସ୍ତ୍ରୀ (ହଂସ+ଈ) — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ 2 ମଗଣ, 1 ତଗଣ, 3 ନଗଣ, 1 ସଗଣ ଓ 1 ଗୁରୁବର୍ଣ୍ଣ ଥାଏ (ହି. ଶ)] — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ2ମଗଣ,1ତଗଣ,3ନଗଣ,1ସଗଣ ଓ1ଗୁରୁବର୍ଣ୍ଣ ଥାଏ (ହି. ଶ)]
  • ଦେ. ବି — ହଂସି (ଦେଖ) — Haṁsi (See)