ହଂସରାଳି Haṁsarāḻi

  • ଦେ. ବି. (ସଂ. ନାମ କଳହଂସ) — ଏକ ପ୍ରକାର ଛୋଟ ହଂସଜାତୀୟ ଜଳଚର ପକ୍ଷୀ; କଳହଂସ — Grey lag goose; Anser Ferus
  • ଦେ. ବି. (ସଂ. ନାମ କଳହଂସ) — [ଉ—ହଂସ ହଂସରାଳିମାନେ ଯେ ଭାସୁଛନ୍ତି, କୃ. ଭା. ଆଦି]
  • ଦେ. ବି. (ସଂ. ନାମ କଳହଂସ) — [ଦ୍ର—ଏହା ପ୍ଳବଗ ବର୍ଗର 12 ଆଙ୍ଗୁଳ ଦୀର୍ଘ ପକ୍ଷୀ; ମୁଣ୍ଡ କଳା; ପେଟ ଧଳା ଓ ଛାତି ଖଇରା; ଗଳା ଲମ୍ବ; ଥଣ୍ଟ ସିଧା ଓ ଦାଢ଼ୁଆ; ଡେଣା ସାନ; ଲାଞ୍ଜ ପ୍ରାୟ ନାହିଁ; ଗୋଡ଼ ଛୋଟ। ଏମାନେ ପାଣିରେ ବୁଡ଼ନ୍ତି ଓ ଡେଣା ଏବଂ ଗୋଡ଼ ଦ୍ୱାରା ପହଞ୍ଚନ୍ତି। ଏମାନେ ଗ୍ରୀଷ୍ମାନ୍ତେ ଉତ୍ତର ଅଞ୍ଚଳ ଆଡ଼ୁ ଆସି ପୋଖରୀ, ଝୀଲ, ଓ ଚିଲିକା ଆଦି ହ୍ରଦରେ ପଲ ପଲ ହୋଇ ପଡ଼ନ୍ତି ଓ ଗ୍ରୀକ୍ଷ୍ମ ଋତୁର ପୂର୍ବରୁ ଉଡ଼ି ଚାଲି ଯାଆନ୍ତି।] — [ଦ୍ର—ଏହା ପ୍ଳବଗ ବର୍ଗର12ଆଙ୍ଗୁଳ ଦୀର୍ଘ ପକ୍ଷୀ; ମୁଣ୍ଡ କଳା; ପେଟ ଧଳା ଓ ଛାତି ଖଇରା; ଗଳା ଲମ୍ବ; ଥଣ୍ଟ ସିଧା ଓ ଦାଢ଼ୁଆ; ଡେଣା ସାନ; ଲାଞ୍ଜ ପ୍ରାୟ ନାହିଁ; ଗୋଡ଼ ଛୋଟ ଏମାନେ ପାଣିରେ ବୁଡ଼ନ୍ତି ଓ ଡେଣା ଏବଂ ଗୋଡ଼ ଦ୍ୱାରା ପହଞ୍ଚନ୍ତି ଏମାନେ ଗ୍ରୀଷ୍ମାନ୍ତେ ଉତ୍ତର ଅଞ୍ଚଳ ଆଡ଼ୁ ଆସି ପୋଖରୀ, ଝୀଲ, ଓ ଚିଲିକା ଆଦି ହ୍ରଦରେ ପଲ ପଲ ହୋଇ ପଡ଼ନ୍ତି ଓ ଗ୍ରୀକ୍ଷ୍ମ ଋତୁର ପୂର୍ବରୁ ଉଡ଼ି ଚାଲି ଯାଆନ୍ତି]