ହଂସମଣି Haṁsamaṇi

  • ଦେ. ବି ପୁଂ — ଲୋକଙ୍କ ନାମ — A Name given to males
  • ଦେ. ବି ପୁଂ — ମହାଦେବଙ୍କ ଲିଙ୍ଗ— ବିଶେଷ — Name of an image of Siba
  • ଦେ. ବି ପୁଂ — କଟକ ଜିଲ୍ଲାର ପରମହଂସନାଥ ମହାଦେବଙ୍କ ଡାକନାମ — Popular name of the image of Paramahaṁsanātha in the district of Cuttack