ହଂସପାଦା Haṁsapādā

  • ଦେ. ବିଣ. ପୁଂ (ସଂ. ହଂସପଦ) — ଯେଉଁ ବ୍ଯକ୍ତିର ସମଗ୍ର ତଳିପା ଭୂଇଁରେ ଲାଗୁଥିବାରୁ ଅସୁନ୍ଦର ଦେଖା— ଯାଏ — (A person) Having the whole sole of his feet touching the ground without having any hollow inside