ହଂସନାଥ Haṁsanātha
- ଦେ. ବି. ପୁଂ — ପୁରୁଷଙ୍କ ନାମ — A name given to males
- ଦେ. ବି. ପୁଂ — ଶିବଲିଙ୍ଗଙ୍କ ନାମ ବିଶେଷ — Name of an idol of Ṡiba
- ଦେ. ବି. ପୁଂ — କଟକ ଜିଲ୍ଲାରେ କଟକ ସହରର 7/8 ମାଇଲ୍ ପୂର୍ବରେ କାଠଯୋଡ଼ୀ ନଦୀ କୂଳରେ ଅବସ୍ଥିତ ଶିବଲିଙ୍ଗ ବିଶେଷ; ପରମହଂସନାଥ — କଟକ ଜିଲ୍ଲାରେ କଟକ ସହରର7/8ମାଇଲ୍ ପୂର୍ବରେ କାଠଯୋଡ଼ୀ ନଦୀ କୂଳରେ ଅବସ୍ଥିତ ଶିବଲିଙ୍ଗ ବିଶେଷ; ପରମହଂସନାଥ—. A popular name Paramahaṁsanātha an image of Ṡiba at Paramhaṁsa in the Cuttack district