ହଂସଜା Haṁsajā

  • ସଂ. ବି (ହଂସ=ସୂର୍ଯ୍ୟ+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଅ) — ଯମୁନା ନଦୀ — Jamuna river
  • ସଂ. ବି (ହଂସ=ସୂର୍ଯ୍ୟ+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଅ) — [ଉ—ବୁଡ଼ି ହଂସ ପରି ହଂସଜାନୀରେ, ବାରେ ଗମନ ପ୍ରଚାରି ରେବାରେ। ଭଞ୍ଜ, ବୈଦେହୀଶବିଳାସ।]