ହଂସଗଦା Haṁsagadā

  • ସଂ. ବି. ସ୍ତ୍ରୀ (ହଂସ+ଗଦ୍ ଧାତୁ=କହିବା+କର୍ତ୍ତୃ ଅ+ ସ୍ତ୍ରୀ ଅ) — ମଧୁରଭାଷିଣୀ ସ୍ତ୍ରୀ (ହି. ଶ) — Sweet-voiced lady