ହଂସ ରୁତା Haṁsa rutā
- ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି—ହଂସପରି ରୁତ=ନାଦ ଯାହାର) — ହଂସପରି କଳନାଦିନୀ — (a woman) Having the voice resembling that of the swan
- ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି—ହଂସପରି ରୁତ=ନାଦ ଯାହାର) — [ଦ୍ର—ଯେଉଁ ସ୍ତ୍ରୀଙ୍କ ଗଳାର ସ୍ୱର ବା କିଙ୍କଣୀର ନାଦ ହଂସନାଦ ପରି କବିମାନଙ୍କ କାନକୁ ଲାଗେ, ତାଙ୍କୁ ହଂସରୁତା କହନ୍ତି; କିନ୍ତୁ ପୁରୁଷମାନଙ୍କୁ କବିମାନଙ୍କର ଏ ବିଶେଷଣ ଦେବା ଶୁଣା ନାହିଁ।]