ହଂସ ଗତି Haṁsa gati
- ସଂ. ବି — ( 6 ଷ୍ଠୀ ତତ୍) ହଂସପରି ଧୀରଗତି — (6ଷ୍ଠୀ ତତ୍) ହଂସପରି ଧୀରଗତି—Slow motion of the swān
- ସଂ. ବି — ବ୍ରହ୍ମତ୍ୱପ୍ରାପ୍ତି; ମୁକ୍ତି (ହି. ଶ) — Final beatitude
- ସଂ. ବି — କୋଡ଼ିଏ ମାତ୍ରାର ଛନ୍ଦୋବିଶେଷ (ହି. ଶ) — A kind of syllabic metre
- ସଂ. ବି — [ଦ୍ର—ଏଥିରେ ଏକାଦଶ ମାତ୍ରାରେ ବିରାମ ହୁଏ। ଏହି ଛନ୍ଦର ଦ୍ୱାଦଶ ମାତ୍ରାରେ ଯତିପାତ ହେଲେ ଏ ଛାନ୍ଦକୁ ମଞ୍ଜୁତିଳକା ବୋଲା ଯାଏ (ହି. ଶ)
- ସଂ. ବିଣ (ପୁଂ ଓ ସ୍ତ୍ରୀ) ହଂସର ଗତିପରି ଧୀର ମଧୁର ଗତି ବିଶିଷ୍ଟ — Having slow and lovely gait
- ସଂ. ବିଣ (ପୁଂ ଓ ସ୍ତ୍ରୀ) [ଦ୍ର—ଏ ଶବ୍ଦ ସ୍ତ୍ରୀମାନଙ୍କ ବିଶେ— ଷଣରୂପେ ସାଧାରଣତଃ ବ୍ଯବହୃତ ହୁଏ।]