ହଁଚଁ ହେବା Hañ chañ hebā

  • ଦେ. କ୍ରି — ଇତସ୍ତତଃ ହେବା — To move to and fro
  • ଦେ. କ୍ରି — କୌଣସି ସ୍ଥାନରୁ ଟିକିଏ ମାତ୍ର ବିଚଳିତ ହେବା — 1. To move even slightly from a place