ହଁଚଁ କରିବା Hañchañ karibā

  • ଦେ. କ୍ରି — ପ୍ରତ୍ୟୁତ୍ତର ଦେବା — To give a reply
  • ଦେ. କ୍ରି — ଆପତ୍ତି କରି କହିବା — To raise any objection
  • ଦେ. କ୍ରି — [ଯଥା— ସାଆନ୍ତାଣୀ ଗାଳି ଦେଲାବେଳେ ଚାକରର ହଁଚଁ କରିବାର ଜୋ ନାହିଁ।]