ହଁ ଭରିବା Hañ bharibā

  • ଦେ. କ୍ରି — ହଁ କରିବା — To agree to
  • ଦେ. କ୍ରି — [ଯଥା— ବାପା ସାହୁଙ୍କ କଥାରେ ହଁ ଭରିଲେ— ଫକୀରମୋହନ, ଗଳ୍ପସ୍ୱଳ୍ପ]