ସଡ଼୍କିନି Saṟḍ̠-kini

  • ଦେ. ଅ — ସଟ୍କିନା (ଦେଖ) — Saṭ-kinā (See)
  • ଦେ. ଅ — [ଦ୍ର—ବ୍ଯବହାରରେ ସଟ୍ ଓ ସଡ଼୍ ଶବ୍ଦର ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ଅଛି। ବୋତଲରେ ଖୁବ୍ କସି ହୋଇ ବସିଥିବା ଠିପିଟି ସଟ୍କିନି ବାହାରେ; କିନ୍ତୁ ହୁଗୁଳା ଠିପିଟି ସଡ଼୍କିନି ବାହାରେ।]