ସ୍ୱୟମୁକ୍ତି Swayamukti

  • ସଂ. ବି—(ସ୍ୱୟଂ +ଉକ୍ତି) — ସ୍ମୃତିଶାସ୍ତ୍ରୋକ୍ତ 5 ପ୍ରକାର ସାକ୍ଷୀ ମଧ୍ୟରୁ ଏକ; ଯେଉଁ ସାକ୍ଷୀ କୌଣସି ପକ୍ଷଦ୍ୱାରା ଆହୂତ ନ ହୋଇ ନିଜେ ଆସି ଧର୍ମାଧିକରଣରେ ସାକ୍ଷ୍ୟ ଦିଏ (ହି. ଶ.) — ସ୍ମୃତିଶାସ୍ତ୍ରୋକ୍ତ5ପ୍ରକାର ସାକ୍ଷୀ ମଧ୍ୟରୁ ଏକ; ଯେଉଁ ସାକ୍ଷୀ କୌଣସି ପକ୍ଷଦ୍ୱାରା ଆହୂତ ନ ହୋଇ ନିଜେ ଆସି ଧର୍ମାଧିକରଣରେ ସାକ୍ଷ୍ୟ ଦିଏ (ହି. ଶ.)—A witness who attends court and gives evidence without being called by any of the parties