ସ୍ୱୟଂଦୂତ Swayaṁ dūta

  • ସଂ. ବି. ପୁଂ. — ଯେଉଁ ନାୟକ ନାୟିକାଙ୍କଠାକୁ ଅନ୍ଯ ଦୂତକୁ ବା ଦୂତୀକୁ ନ ପଠାଇ ନିଜେ ନାୟିକାଙ୍କ ନିକଟରେ ପ୍ରଣୟ ପ୍ରାର୍ଥନା କରନ୍ତି (ହି. ଶ.) — A class of heroes in fiction who, instead of sending any emissary or employing a go between, delivers his amatory messages personally to his sweet heart