ସ୍ୱୟଂ ପ୍ରଭ Swayaṁ prabha
- ସଂ. ବିଣ. ପୁଂ. (ସ୍ୱୟଂ+ପ୍ରଭା; ବହୁବ୍ରୀହି) — ସ୍ୱପ୍ରକାଶ (ଦେଖ) — Swa prakāṡa (See)
- ସଂ. ବି — ଜୈନମାନଙ୍କ ଶାସ୍ତ୍ରଲିଖିତ ଭାବୀ 24 ଜଣ ଅର୍ହତ୍ଙ୍କ ମଧ୍ୟରୁ ଚତୁର୍ଥ ଅର୍ହତ୍ (ହି. ଶ.) — ଜୈନମାନଙ୍କ ଶାସ୍ତ୍ରଲିଖିତ ଭାବୀ24ଜଣ ଅର୍ହତ୍ଙ୍କ ମଧ୍ୟରୁ ଚତୁର୍ଥ ଅର୍ହତ୍ (ହି. ଶ.)— Name of the fourth of the 24 Jaina saints who will come to the world