ସ୍ୱୋପାର୍ଜ୍ଜିତ ସମ୍ପତ୍ତି Swopārjjita saṁpatti

  • ସଂ. ବି — ନିଜଦ୍ୱାରା ଅର୍ଜ୍ଜିତ ସମ୍ପତ୍ତି — Property which is acquired by one's self; self-acquired property
  • ସଂ. ବି — [ଦ୍ର—ସ୍ମୃତି ଅନୁସାରେ ମନୁଷ୍ୟ ସ୍ୱୋପାର୍ଜିତ ଧନକୁ ନିଜର ଇଚ୍ଛାକ୍ରମେ ବ୍ଯୟ ବା ଦାନ କରିପାରେ, କିନ୍ତୁ ପୈତୃକ ସମ୍ପତ୍ତିରେ ମନୁଷ୍ୟର ଅଧିକାର ସୀମାବଦ୍ଧ। ସ୍ୱୋପାର୍ଜ୍ଜିତ ସମ୍ପତ୍ତିରୁ କୌଣସି ପୁତ୍ରକୁ ବା ସମସ୍ତ ପୁତ୍ରଙ୍କୁ ବଞ୍ଚିତ କରାଯାଇ ପାରେ, କିନ୍ତୁ ପୈତୃକ ସମ୍ପତ୍ତି ପକ୍ଷରେ ମନୁଷ୍ୟ ଏହା କରି ନ ପାରେ।
  • ସଂ. ବି — ଇଜିମାଲି ପରିବାର ମଧ୍ୟରୁ ଜଣେ ବ୍ଯକ୍ତି ସମ୍ପତ୍ତି ଅର୍ଜନ କରିଥିଲେ ବଣ୍ଟରାବେଳେ ସ୍ୱୋପାର୍ଜ୍ଜିତ ସମ୍ପତ୍ତିରୁ ଅନ୍ଯ ଅଂଶିଦାରମାନ ଭାଗ ପାଇବେ, କିନ୍ତୁ ଅର୍ଜକର ଭାଗ ଅନ୍ଯ- ମାନଙ୍କ ଭାଗ ଅପେକ୍ଷା ଦୁଇଗୁଣ ହେବ। ସ୍ୱୋପାର୍ଜିତ ସମ୍ପତ୍ତି 2 ଶ୍ରେଣୀରେ ବିଭକ୍ତ— 1 । ପୈତୃକ ସମ୍ପତ୍ତିର ସାହାଯ୍ୟରେ ଅର୍ଜିତ ସମ୍ପତ୍ତି ଓ— 2 । ପୈତୃକ ସମ୍ପତ୍ତିର ବିନା ସାହାଯ୍ୟରେ ଅର୍ଜିତ ସମ୍ପତ୍ତି।] — ଇଜିମାଲି ପରିବାର ମଧ୍ୟରୁ ଜଣେ ବ୍ଯକ୍ତି ସମ୍ପତ୍ତି ଅର୍ଜନ କରିଥିଲେ ବଣ୍ଟରାବେଳେ ସ୍ୱୋପାର୍ଜ୍ଜିତ ସମ୍ପତ୍ତିରୁ ଅନ୍ଯ ଅଂଶିଦାରମାନ ଭାଗ ପାଇବେ, କିନ୍ତୁ ଅର୍ଜକର ଭାଗ ଅନ୍ଯ- ମାନଙ୍କ ଭାଗ ଅପେକ୍ଷା ଦୁଇଗୁଣ ହେବ ସ୍ୱୋପାର୍ଜିତ ସମ୍ପତ୍ତି2ଶ୍ରେଣୀରେ ବିଭକ୍ତ—1 ପୈତୃକ ସମ୍ପତ୍ତିର ସାହାଯ୍ୟରେ ଅର୍ଜିତ ସମ୍ପତ୍ତି ଓ—2 ପୈତୃକ ସମ୍ପତ୍ତିର ବିନା ସାହାଯ୍ୟରେ ଅର୍ଜିତ ସମ୍ପତ୍ତି]