ସ୍ୱୈରିଣୀ Swa̲i̱riṇī

  • ସଂ. ବି. ସ୍ତ୍ରୀ — ବ୍ୟଭିଚାରିଣୀ ସ୍ତ୍ରୀ; କୁଳଟା — Adulteress
  • ସଂ. ବି. ସ୍ତ୍ରୀ — ଯେଉଁ ସ୍ତ୍ରୀ କାମପରବଶ ହୋଇ ସ୍ୱେଚ୍ଛାକ୍ରମେ ସବର୍ଣ୍ଣ ପୁରୁଷକୁ ଆଶ୍ରୟ — A woman who entertains a gallant of her caste out of her free will
  • ସଂ. ବିଣ. ସ୍ତ୍ରୀ — ସ୍ୱୈରୀର ସ୍ତ୍ରୀ ଲିଙ୍ଗ — Feminine of Swa̲i̱rī