ସ୍ୱୈରଚାରୀ Swa̲i̱rachārī

  • ସଂ. ବିଣ. ପୁଂ. (ସ୍ୱୈରଚାରିନ୍ ଶବ୍ଦ, ସ୍ୱୈର=ସ୍ୱେଚ୍ଛାଚାର+ ଚର୍ ଧାତୁ+କର୍ତ୍ତୃ ଇନ୍; 1 ମା. 1 ବ) — ସ୍ୱେଚ୍ଛାଚାରୀ; ଯଥେଚ୍ଛାଚାରୀ — Arbitrary
  • ସଂ. ବିଣ. ପୁଂ. (ସ୍ୱୈରଚାରିନ୍ ଶବ୍ଦ, ସ୍ୱୈର=ସ୍ୱେଚ୍ଛାଚାର+ ଚର୍ ଧାତୁ+କର୍ତ୍ତୃ ଇନ୍; 1 ମା. 1 ବ) — ବ୍ୟଭିଚାରୀ — Adulterous
  • ବି. ପୁଂ. — ବ୍ୟଭିଚାରୀ ପୁରୁଷ — Adulteror