ସ୍ୱୈର ତା Swa̲i̱ra tā

  • ସଂ. ବି (ସ୍ୱୈର+ତା, ସ୍ୱୈରିନ୍+ତା) — ସ୍ୱେଚ୍ଛାଚାରିତା — Arbitrariness
  • ସଂ. ବି (ସ୍ୱୈର+ତା, ସ୍ୱୈରିନ୍+ତା) — ଅବାଧ୍ୟତା — Disobedience; insubordination
  • ସଂ. ବି (ସ୍ୱୈର+ତା, ସ୍ୱୈରିନ୍+ତା) — ବ୍ୟଭିଚାରିତା — Adultery