ସ୍ୱେଦ Sweda
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — ଘର୍ମ; ଝାଳ — Sweat; perspiration
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — ବାଷ୍ପ; ବାମ୍ଫ — Vapour; steam
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — ଉଷ୍ମ; ତାପ — Heat
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — ସ୍ୱେଦନ; ବାମ୍ଫୁଆଣି ଦେବା — Vapour bath
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — (+ କରଣ ଅ)—ଝାଳ ବୁହାଇବା ଓଷଦ (ହି. ଶ.) — Any medicine which brings about perspiration
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — ଜଳୀୟ କଣା — Moisture
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — (ବୈଦ୍ଯକ) ସେକିବା — Fomentation
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — [ଦ୍ର— ଏହା 4 ପ୍ରକାର—ତାପସ୍ୱେଦ, ଉପନାହ ସ୍ୱେଦ, ଦ୍ରବ୍ୟ ସ୍ୱେଦ ଓ ବାଷ୍ପସ୍ୱେଦ। — [ଦ୍ର— ଏହା4ପ୍ରକାର—ତାପସ୍ୱେଦ, ଉପନାହ ସ୍ୱେଦ, ଦ୍ରବ୍ୟ ସ୍ୱେଦ ଓ ବାଷ୍ପସ୍ୱେଦ
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — (କ) ବାଲି, କନାପୁଡ଼ା, ହାତ, ଧାତୁପାତ୍ର ଓ ଖଇର କାଠର ଅଙ୍ଗାର ଦ୍ୱାରା ମଳୁଙ୍କ ଦେହକୁ ସେକିବାର ନାମ ତାପସ୍ୱେଦ।
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — (ଖ) ଅମ୍ଳ, ଲବଣ ଓ ଘୃତ, ତୈଳାଦିଯୁକ୍ତ ବାତନାଶକ ଉଷ୍ଣ ପ୍ରଲେପର ନାମ ଉପନାହ ସ୍ୱେଦ।
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — (ଗ) ଗରମପାଣି ଏବଂ ବାତନାଶକ ଉଷ୍ଣକ୍ୱାଥଦ୍ୱାରା ସ୍ନାନ କରାଇବାର ନାମ ଦ୍ରବ୍ୟ ସ୍ୱେଦ।
- ସଂ. ବି (ସ୍ୱିଦ୍ ଧାତୁ+ଭାବ ଅ; ତୁଳ, ଇଂ. ସ୍ୱେଟ୍) — (ଘ) ପଥର ଓ ଇଟା ପ୍ରଭୃତିକୁ ଅଗ୍ନିବତ୍ ଉତ୍ତପ୍ତ କରି ତହିଁରେ କ୍ୱାଥାଦି ଦ୍ରବ୍ୟ ସେଚନ କଲେ ଯେଉଁ ବାଷ୍ପ ଉଦ୍ଗତ ହୁଏ ତାହାର ନାମ ବାଷ୍ପସ୍ୱେଦ। (ଦ୍ରବ୍ଯଗୁଣ କଳ୍ପଦ୍ରୁମ)]