ସ୍ୱେଦାୟନ Swedāyana

  • ସଂ. ବି ( 6 ଷ୍ଠୀ ତତ୍; ସ୍ୱେଦର ଅୟନ ବା ମାର୍ଗ, ଯେଉଁ ବାଟେ ଦେହରୁ ସ୍ୱେଦ ବାହାରେ) — ଲୋମକୂପ (ହି. ଶ.) — The pores of the skin