ସ୍ୱେଦନିକା Swedanikā
- ସଂ. ବି (ସ୍ୱେଦନୀ+ସ୍ୱାର୍ଥେ କ+ଆ) — କନ୍ଦୁ; ଭର୍ଜନ ପାତ୍ର; ଭାଜିବାର ପାତ୍ର; ଲୁହା କରେଇ; ତାଉଆ (ହେମଚନ୍ଦ୍ର) — Frying pan
- ସଂ. ବି (ସ୍ୱେଦନୀ+ସ୍ୱାର୍ଥେ କ+ଆ) — ଭର୍ଜନ ଶାଳା — A room where things are roasted or fried
- ସଂ. ବି (ସ୍ୱେଦନୀ+ସ୍ୱାର୍ଥେ କ+ଆ) — ଅର୍ଖୀ ମଦ ବାହାର କରାଯିବା ପାତ୍ର (ହି. ଶ.) — Wine-distilling pot