ସ୍ୱେଦ ମଳୋଜ୍ଜିତ ଦେହ Sweda maḻojjita deha
- ସଂ. ବି — ଯେଉଁ ଦେହ ସ୍ୱେଦଯୁକ୍ତ ଓ ମଳଯୁକ୍ତ ହେବାରୁ ତ୍ୟକ୍ତ ହୋଇ— ଅଛି — A body which has been abandoned owing to its having been spoiled with sweat and filth
- ସଂ. ବି — ସର୍ବକଳ୍ପୀୟ ଜିନୋତ୍ତମ (ହେମଚନ୍ଦ୍ର) — Name of the best of the Jaina saints
- ବିଣ. ପୁଂ. — ଯେଉଁ ବ୍ଯକ୍ତିର ଶରୀରରୁ ସ୍ୱେଦ ଓ ମଳ ବହିର୍ଗତ ହେଉ— ଅଛି — (a person) Whose body is emitting sweat and filth