ସ୍ୱେଦ ଚୂଷକ Sweda chūshaka

  • ସଂ. ବି (ସ୍ୱେଦ+ଚୂଷ୍ ଧାତୁ=ଶୋଷିବା+କର୍ତ୍ତୃ ଅକ) — (ଯାହା ଝାଳକୁ ଶୁଖାଇ ଦିଏ)—ଶୀତଳବାୟୁ (ଶବ୍ଦକଳ୍ପଦ୍ରୁମ) — Cool wind