ସ୍ୱେଚ୍ଛା Swechchhā

  • ସଂ. ବି—( 6 ଷ୍ଠୀ ତତ୍; ସ୍ୱ+ଇଚ୍ଛା) — ନିଜର ଇଚ୍ଛା — One's wish; volition;
  • ସଂ. ବି—( 6 ଷ୍ଠୀ ତତ୍; ସ୍ୱ+ଇଚ୍ଛା) — ଯଦୃଚ୍ଛା — Free will
  • ସଂ. ବି—( 6 ଷ୍ଠୀ ତତ୍; ସ୍ୱ+ଇଚ୍ଛା) — ସ୍ୱଚ୍ଛନ୍ଦ; ସ୍ୱାଧୀନତା — Independence; freedom