ସ୍ୱେଚ୍ଛାଚାରୀ Swechchhāchārī

  • ସଂ. ବିଣ. ପୁଂ.—(ସ୍ୱେଚ୍ଛାଚାର+ଇନ୍; ସ୍ୱେଚ୍ଛାଚାରିନ୍ ଶବ୍ଦ 1 ମା 1 ବ) — ନିଜର ଇଚ୍ଛାନୁସାରେ କାର୍ଯ୍ୟକାରୀ — Acting according to one's free will
  • ସଂ. ବିଣ. ପୁଂ.—(ସ୍ୱେଚ୍ଛାଚାର+ଇନ୍; ସ୍ୱେଚ୍ଛାଚାରିନ୍ ଶବ୍ଦ 1 ମା 1 ବ) — ଯଥେଚ୍ଛାଚାରୀ — Arbitrary
  • ସଂ. ବିଣ. ପୁଂ.—(ସ୍ୱେଚ୍ଛାଚାର+ଇନ୍; ସ୍ୱେଚ୍ଛାଚାରିନ୍ ଶବ୍ଦ 1 ମା 1 ବ) — ଅବାଧ୍ୟ — Uncontrollable disobedient