ସ୍ୱୀକାର୍ୟ୍ୟ Swīkārj̄ya

  • ସଂ. ବିଣ (ସ୍ୱ+ଅଭୂତ ତଦ୍ଭାବେ. ଈ+କୃ ଧାତୁ+କର୍ମ. ଯ) — ସ୍ୱୀକୃତ ହେବାର ଯୋଗ୍ୟ — Fit to be admitted; admissible
  • ବି (ଜ୍ୟାମିତି) — କ୍ଷେତ୍ରତତ୍ତ୍ୱରେ ଯେଉଁ ପ୍ରତିଜ୍ଞାମାନ ଅବଶ୍ୟ ସ୍ୱୀକାର କରିବାକୁ ହୁଏ — (geometry) Postalate