ସ୍ୱିନ୍ନ Swinna

  • ସଂ. ବିଣ—(ସ୍ୱିଦ୍ ଧାତୁ+ କର୍ତ୍ତୃ ତ) — ଘର୍ମଯୁକ୍ତ; ଘର୍ମାକ୍ତ — Perspiring
  • ସଂ. ବିଣ—(ସ୍ୱିଦ୍ ଧାତୁ+ କର୍ତ୍ତୃ ତ) — ଆର୍ଦ୍ର; ସିକ୍ତ କ୍ଳେଦଯୁକ୍ତ; କ୍ଳିନ୍ନ — Wet; moist
  • ସଂ. ବିଣ—(ସ୍ୱିଦ୍ ଧାତୁ+ କର୍ତ୍ତୃ ତ) — ରନ୍ଧା ହୋଇଥିବା; ପକ୍ୱ (ତଣ୍ଡୁଳାଦି); ସିଦ୍ଧ — Cooked; boiled (rice)
  • ସଂ. ବିଣ—(ସ୍ୱିଦ୍ ଧାତୁ+ କର୍ତ୍ତୃ ତ) — [ଦ୍ର—ଧାନ୍ୟାଦିକୁ କ୍ଷେତ୍ରଗତ ଅବସ୍ଥାରେ 'ଶସ୍ୟ, ସତୁଷ ଅବସ୍ଥାରେ 'ଧାନ୍ୟ', ବିତୁଷ ଅବସ୍ଥାରେ 'ଆମ', ପକ୍ୱ ବା ରନ୍ଧା ଅବସ୍ଥାରେ ସ୍ୱିନ୍ନ ବୋଲାଯାଏ—ଶ୍ରାଦ୍ଧତତ୍ତ୍ୱ।]