ସ୍ୱାସ୍ଥ୍ୟ Swa̲sthya

  • ସଂ. ବି (ସ୍ୱସ୍ଥ+ ଭାବ. ଯ) — ସୁସ୍ଥତା; ନୀରୋଗତା; ନିରାମୟତା — Health; freedom from illness
  • ସଂ. ବି (ସ୍ୱସ୍ଥ+ ଭାବ. ଯ) — ଆରୋଗ୍ୟ — Convalescence
  • ସଂ. ବି (ସ୍ୱସ୍ଥ+ ଭାବ. ଯ) — ସ୍ୱାଚ୍ଛନ୍ଦ୍ୟ — Ease; comfort
  • ସଂ. ବି (ସ୍ୱସ୍ଥ+ ଭାବ. ଯ) — ସନ୍ତୋଷ (ହେମଚନ୍ଦ୍ର) — Contentment
  • ସଂ. ବି (ସ୍ୱସ୍ଥ+ ଭାବ. ଯ) — ମନର ସୁସ୍ଥତା; ଉଦ୍ବେଗହୀନତା; ନିଶ୍ଚିନ୍ତତା; ଅନୁଦ୍ବେଗ — Freedom from anxiety
  • ସଂ. ବି (ସ୍ୱସ୍ଥ+ ଭାବ. ଯ) — ସୁଖ — Happiness
  • ସଂ. ବି (ସ୍ୱସ୍ଥ+ ଭାବ. ଯ) — [ଦ୍ର—ସ୍ୱସ୍ଥ ଶବ୍ଦର ଅର୍ଥ ନୀରୋଗ; ତହିଁରୁ ଭାବରେ 'ଯ' ପ୍ରତ୍ୟୟ ହେଲେ ସ୍ୱାସ୍ଥ୍ୟ ଶବ୍ଦ ନିଷ୍ପନ୍ନ ହୁଏ, ମାତ୍ର ଅନେକ ଅଭିଧାନରେ ପ୍ରମାଦବଶତଃ ସୁସ୍ଥ ଶବ୍ଦରୁ ଯ ପ୍ରତ୍ୟୟ ଦ୍ୱାରା 'ସ୍ୱାସ୍ଥ୍ୟ' ଶବ୍ଦ ନିଷ୍ପନ୍ନ ହୁଏ ବୋଲି ଲେଖାଅଛି।]