ସ୍ୱାସ୍ଥ୍ୟ ବାସ
- ସଂ. ବି (ଆଧୁନିକ ବ୍ୟବହାର) — ସ୍ୱାସ୍ଥ୍ୟରକ୍ଷା ପାଇଁ ବା ନଷ୍ଟ ସ୍ୱାସ୍ଥ୍ୟର ପୁନରାନୟନ ପାଇଁ ବା ସ୍ୱାସ୍ଥ୍ୟଲାଭ ପାଇଁ କୌଣସି ସ୍ୱାସ୍ଥ୍ୟକର ସ୍ଥାନରେ ବାସ — Resorting to a health resort for recouping or gaining one's health
- ସଂ. ବି (ଆଧୁନିକ ବ୍ୟବହାର) — ସ୍ୱାସ୍ଥ୍ୟପ୍ରଦ ସ୍ଥାନ — Health resort