ସ୍ୱାସ୍ଥ୍ୟ ପାନ Swāsthya pāna

  • ଦେ. ବି (ଇଂରାଜୀ ବାକ୍ୟର ଅନୁବାଦ) — ଅତିଥିଙ୍କର ବା ବିଶିଷ୍ଟ ବ୍ଯକ୍ତିଙ୍କର ସ୍ୱାସ୍ଥ୍ୟର ଉନ୍ନତି କାମନା କରି ମଦ୍ୟ ପାନ କରିବା — Drinking to the health (of a person)