ସ୍ୱାରୋଚିଷ Swārochisha

  • ସଂ. ବି (ପୁଂ.) (ନାମ)—(ସ୍ୱରୋଚିସ=ଅଗ୍ନି+ଅପତ୍ୟାର୍ଥେ ଅ) — ଦ୍ୱିତୀୟ ମନୁ — The 2nd progenitor of mankind
  • ସଂ. ବି (ପୁଂ.) (ନାମ)—(ସ୍ୱରୋଚିସ=ଅଗ୍ନି+ଅପତ୍ୟାର୍ଥେ ଅ) — [ଦ୍ର—ଶ୍ରୀମଦ୍ ଭାଗବତ ମତରେ ଏ ଅଗ୍ନିସୁତ ଥିଲେ। ଏହାଙ୍କଠାରୁ 4 ପୁତ୍ର ଓ 7 ଋଷି (ଦତ୍ତୋଳି, ଚ୍ୟବନ, ସ୍ତମ୍ଭ, ପ୍ରାଣ, କଶ୍ୟପ, ଊର୍ଜ ଓ ବୃହସ୍ପତି ଜନ୍ମିଥିଲେ— ମତ୍ସ୍ୟପୁରାଣ। ମାର୍କଣ୍ଡେୟପୁରାଣରେ ଏହାଙ୍କ ନାମ ଦ୍ୟୁତିମାନ୍ ବୋଲି ଉକ୍ତ ହୋଇଅଛି (ହି. ଶ.)] — [ଦ୍ର—ଶ୍ରୀମଦ୍ ଭାଗବତ ମତରେ ଏ ଅଗ୍ନିସୁତ ଥିଲେ ଏହାଙ୍କଠାରୁ4ପୁତ୍ର ଓ7ଋଷି (ଦତ୍ତୋଳି, ଚ୍ୟବନ, ସ୍ତମ୍ଭ, ପ୍ରାଣ, କଶ୍ୟପ, ଊର୍ଜ ଓ ବୃହସ୍ପତି ଜନ୍ମିଥିଲେ— ମତ୍ସ୍ୟପୁରାଣ ମାର୍କଣ୍ଡେୟପୁରାଣରେ ଏହାଙ୍କ ନାମ ଦ୍ୟୁତିମାନ୍ ବୋଲି ଉକ୍ତ ହୋଇଅଛି (ହି. ଶ.)]