ସ୍ୱାରାଜ୍ୟ Swārājya
- ସଂ. ବି (ସ୍ୱରାଜ୍+ଭାବ ଯ) — ସ୍ୱର୍ଗ ରାଜ୍ୟ — The kingdom of heaven
- ସଂ. ବି (ସ୍ୱରାଜ୍+ଭାବ ଯ) — ଈଶ୍ୱରତ୍ୱ — Divinity; godhead
- ସଂ. ବି (ସ୍ୱରାଜ୍+ଭାବ ଯ) — ସ୍ୱର୍ଗର ଆଧିପତ୍ୟ; ଇନ୍ଦ୍ରତ୍ୱ — Sovereignty in heaven; the state of being Indra, the king of the gods
- ସଂ. ବି (ସ୍ୱରାଜ୍+ଭାବ ଯ) — ସ୍ୱାୟତ୍ତଶାସନତନ୍ତ୍ରପରିଚାଳିତ ରାଜ୍ୟ—(ହି. ଶ.) — Autonomous country