ସ୍ୱାମୀ Swāmī
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — (ଭୃତ୍ୟର) ପ୍ରଭୁ; ଖାମିନ୍ଦ — Master; lord
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — (ବ୍ଯକ୍ତିର ବା ଜୀବର) ପାଳକ; ରକ୍ଷକ; ଅନ୍ନଦାତା — Protector; maintainer
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — (ଦ୍ରବ୍ୟାଦିର) ଅଧିକାରୀ; ମାଲିକ — Owner; proprietor
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — (ସ୍ତ୍ରୀଙ୍କ) ପତି; ଗେରସ୍ତ; ଭର୍ତ୍ତା (ଧରଣୀ) — Husband
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — [ଦ୍ର—ସ୍ୱାମୀ ଶବ୍ଦର ଭିନ୍ନ ଭିନ୍ନ ପ୍ରତିଶବ୍ଦ ଯଥା—ସ୍ୱାମୀ=ଦେହର ପ୍ରଭୁ, ଭର୍ତ୍ତା=ଭରଣ କର୍ତ୍ତା, ପତି=ପାଳନକର୍ତ୍ତା, କାନ୍ତ=କାମପ୍ରଦ, ବନ୍ଧୁ=ସୁଖବନ୍ଧପ୍ରଦ, ପ୍ରିୟ=ପ୍ରୀତିଦାତା, ଈଶ=ଐଶ୍ୱର୍ଯ୍ୟଦାୟକ, ପ୍ରାଣନାଥ= ପ୍ରାଣର ପ୍ରଭୁ, ରମଣ=ରତିଦାତା।]
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — (ରାଜ୍ୟର) ରାଜା; ଅଧିପତି (ଅମର) — King; sovereign
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — [ଦ୍ର— ହିନ୍ଦୁ ନୀତିଶାସ୍ତ୍ର ମତରେ ସ୍ୱାମୀ ବା ରାଜା ରାଜ୍ୟାଙ୍ଗର ଏକତମ। ରାଜ୍ୟର 6 ଗୋଟି ଅଙ୍ଗ ଯଥା—ସ୍ୱାମୀ= ରାଜା; ଅମାତ୍ୟ=ମନ୍ତ୍ରୀ; ସୁହୃଦ=ମିତ୍ରରାଜା, କୋଷ= ଧନାଗାର, ରାଷ୍ଟ୍ର=ରାଜ୍ୟ, ଦୁର୍ଗ=ଗଡ଼, ବଳ=ସୈନ୍ୟ; ଏହି 6 ଗୋଟି ଅଙ୍ଗରୁ କୌଣସି ଅଙ୍ଗ ବିକଳ ବା ଦୁର୍ବଳ ହେଲେ ରାଜ୍ୟର ନାଶ ବା ଅନିଷ୍ଟ ଘଟେ।] — [ଦ୍ର— ହିନ୍ଦୁ ନୀତିଶାସ୍ତ୍ର ମତରେ ସ୍ୱାମୀ ବା ରାଜା ରାଜ୍ୟାଙ୍ଗର ଏକତମ ରାଜ୍ୟର6ଗୋଟି ଅଙ୍ଗ ଯଥା—ସ୍ୱାମୀ= ରାଜା; ଅମାତ୍ୟ=ମନ୍ତ୍ରୀ; ସୁହୃଦ=ମିତ୍ରରାଜା, କୋଷ= ଧନାଗାର, ରାଷ୍ଟ୍ର=ରାଜ୍ୟ, ଦୁର୍ଗ=ଗଡ଼, ବଳ=ସୈନ୍ୟ; ଏହି6ଗୋଟି ଅଙ୍ଗରୁ କୌଣସି ଅଙ୍ଗ ବିକଳ ବା ଦୁର୍ବଳ ହେଲେ ରାଜ୍ୟର ନାଶ ବା ଅନିଷ୍ଟ ଘଟେ]
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — (ଦଳର) ଦଳପତି; ନେତା; ନାୟକ (ଅମର) — Leader; head; headman
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — (ଶିଷ୍ୟର) ଗୁରୁ (ଧରଣୀ) — Preceptor; teacher
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — [ଦ୍ର—ଶାସ୍ତ୍ରରେ ଅଛି ଯେ, ଗୁରୁ, ବିପ୍ର ଓ ଇଷ୍ଟଦେବଙ୍କ ମଧ୍ୟରେ ସ୍ୱାମୀ (ପତି) ସମସ୍ତଙ୍କଠାରୁ ଶ୍ରେଷ୍ଠ।]
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — ସନ୍ନ୍ୟାସୀ ବା ପରମହଂସ ବ୍ରତଧାରୀ ବ୍ଯକ୍ତିଙ୍କ ଉପାଧି — Title of a person who has renounced the world and has been initiated as a 'Parama- haṁsa' and observes celebacy
- ସଂ. ବି. ପୁଂ. (ସ୍ୱାମିନ୍ ଶବ୍ଦ; ସ୍ୱ=ଧନ+ଅଛି ଅର୍ଥରେ; ମିନ୍ 1 ମା. 1 ବ) — [ଦ୍ର— ସନ୍ନ୍ୟାସୀ ଓ ପରମହଂସମାନଙ୍କର ଓ ଦେବତାଙ୍କର 'ସ୍ୱାମୀ' ଉପାଧି ଶାସ୍ତ୍ରସିଦ୍ଧ। ଦୁଃଖର ବିଷୟ ଯେ, ଆଜିକାଲି କେତେକ ବ୍ଯକ୍ତି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନାର୍ଥ 'ସ୍ୱାମୀ' ଉପାଧିରେ ନିଜ ନାମକୁ ଭୂଷିତ କରୁଅଛନ୍ତି ଓ ତାଙ୍କ ରାଜନୀତିକ, ସାଂସାରିକ ଓ ସାମାଜିକ ଭକ୍ତମାନେ ତାଙ୍କ ପ୍ରୀତିସମ୍ପାଦନାର୍ଥ ତାଙ୍କୁ 'ସ୍ୱାମୀ' ଉପାଧିରେ ଭୂଷିତ କରୁଅଛନ୍ତି। ଉତ୍କଳରେ ବ୍ଯକ୍ତିବିଶେଷଙ୍କର ଅଧିକାର ନ ଥାଇ 'ସ୍ୱାମୀ' ପଦଗ୍ରହଣ ଓ ଅନେକ ଅର୍ଦ୍ଧସରକାରୀ କାଗଜରେ ଓ ସଂବାଦପତ୍ରରେ ଏ ଉପାଧିର ତାଙ୍କ ନାମ ପୂର୍ବରେ ନିୟୋଜନ ଓ ସମୟ ସମୟରେ ତାଙ୍କ ନିଜ ସ୍ୱାକ୍ଷରରେ ମଧ୍ୟ ଏହି ଉପାଧିର ପ୍ରୟୋଗ ଏ ପଦର ସମ୍ୟକ୍ ଅପବ୍ଯବହାର ଅଟେ। ଯେବେ କୌଣସି ବ୍ଯକ୍ତି ମୃତପତ୍ନୀକ ଥାଇ ଓ ଏକପତ୍ନୀବ୍ରତ ଗ୍ରହଣ କରି ଯେବେ ଏହି ଅନଧିକାର—ଗୃହୀତ ଉପାଧି ତାଙ୍କ ପ୍ରତି ପ୍ରଯୁକ୍ତ ହେଲେ ତହିଁରେ ତାଙ୍କର ତୃପ୍ତିଲାଭ ହୁଏ ବୋଲି ତାଙ୍କ ବନ୍ଧୁମାନେ ଦେଖନ୍ତି, ତେବେ ଚକ୍ଷୁର୍ଲଜ୍ଜାରେ ତାଙ୍କ— ଠାରେ ସେ ଉପାଧି ଲଗାନ୍ତି। ଉତ୍କଳର ବାହାରେ ମଧ୍ୟ ଅନେକଙ୍କୁ ଅନଧିକାର 'ସ୍ୱାମୀ' ପଦଭୂଷିତ ହେବା ଦେଖାଯାଏ।]