ସ୍ୱାମିନୀ Swāminī

  • ସଂ. ବି. ସ୍ତ୍ରୀ—(ସ୍ୱାମିନ୍+ସ୍ତ୍ରୀ ଈ) — ସ୍ୱାମୀର ସ୍ତ୍ରୀଲିଙ୍ଗ — Feminine of Swāmī
  • ସଂ. ବି. ସ୍ତ୍ରୀ—(ସ୍ୱାମିନ୍+ସ୍ତ୍ରୀ ଈ) — ଅଧିକାରିଣୀ; ସାଆନ୍ତାଣୀ — Mistress; a female owner
  • ସଂ. ବି. ସ୍ତ୍ରୀ—(ସ୍ୱାମିନ୍+ସ୍ତ୍ରୀ ଈ) — ଗୃହିଣୀ — The mistress of a house