ସ୍ୱାମିତ୍ୱ Swāmitwa

  • ସଂ. ବି (ସ୍ୱାମିନ୍+ଭାବ ତ୍ୱ) — କର୍ତ୍ତୃତ୍ୱ; ଅଧିକାର — Mastery
  • ସଂ. ବି (ସ୍ୱାମିନ୍+ଭାବ ତ୍ୱ) — ସ୍ୱତ୍ୱ — Proprietory right
  • ସଂ. ବି (ସ୍ୱାମିନ୍+ଭାବ ତ୍ୱ) — ଭର୍ତ୍ତୃତ୍ୱ; ଗେରସ୍ତପଣ — The state of being the husband of a woman