ସ୍ୱାଧୀନ ପତିକା Swādhina patikā
- ସଂ. ବିଣ. ସ୍ତ୍ରୀ (ସ୍ୱାଧୀନ+ପତି, ଭର୍ତ୍ତୃ+କ +ଆ; ସ୍ୱାଧୀନ ଅଟେ ପତି ବା ଭର୍ତ୍ତା ଯେଉଁ ସ୍ତ୍ରୀଙ୍କର; ବହୁବ୍ରୀହି) — ଯେଉଁ ସ୍ତ୍ରୀଙ୍କ ସ୍ୱାମୀ ବଶ ହୋଇ ଥାଆନ୍ତି — (a woman) Having control over her husband
- ବି. ସ୍ତ୍ରୀ — (କାମଶାସ୍ତ୍ରୋକ୍ତ) ନାୟିକାବିଶେଷ; ଯେଉଁ ନାୟିକାଙ୍କ ନାୟକ, ନାୟିକା— ବଶ ହୋଇ ସର୍ବଦା ନାୟିକାଙ୍କ ପାର୍ଶ୍ୱଚର ଓ ଆଜ୍ଞାବହ ହୋଇ ଅବସ୍ଥାନ କରନ୍ତି — A class of heroines of dramas or plots who have their lovers or husbands under their complete control
- ବି. ସ୍ତ୍ରୀ — [ଦ୍ର—ନାୟିକା 9 ପ୍ରକାରର ଯଥା— ଖଣ୍ଡିତା, ଉତ୍କଣ୍ଠିତା, ବିପ୍ରଲବ୍ଧା, ପ୍ରୋସିତଭର୍ତ୍ତୃକା, କଳହାନ୍ତରିତା, ପ୍ରବସ୍ୟତ୍ସତିକା, ଅଭିସାରିକା, ବାସକ— ସଜ୍ଜା ଓ ସ୍ୱାଧୀନ ଭର୍ତ୍ତୃକା (ଜଟାଧର)। — [ଦ୍ର—ନାୟିକା9ପ୍ରକାରର ଯଥା— ଖଣ୍ଡିତା, ଉତ୍କଣ୍ଠିତା, ବିପ୍ରଲବ୍ଧା, ପ୍ରୋସିତଭର୍ତ୍ତୃକା, କଳହାନ୍ତରିତା, ପ୍ରବସ୍ୟତ୍ସତିକା, ଅଭିସାରିକା, ବାସକ— ସଜ୍ଜା ଓ ସ୍ୱାଧୀନ ଭର୍ତ୍ତୃକା (ଜଟାଧର)
- ବି. ସ୍ତ୍ରୀ — ଏମାନଙ୍କ ମଧ୍ୟରୁ ସ୍ୱାଧୀନ ଭର୍ତ୍ତୃକା ନାୟିକା ପୁଣି ପଞ୍ଚବିଧା।
- ବି. ସ୍ତ୍ରୀ — ମୁଗ୍ଧା—ଯେଉଁ ନାୟିକା ପ୍ରୀତି ରସରେ ସମ୍ପୂର୍ଣ୍ଣ ରୂପେ ଅଭିଜ୍ଞା ହୋଇ ନ ଥାନ୍ତି ଓ ପୂର୍ଣ୍ଣ ଯୁବତୀ ହୋଇ ନ ଥାନ୍ତି।
- ବି. ସ୍ତ୍ରୀ — ମୁଗ୍ଧାଙ୍କ କଳ୍ପିତ ଉକ୍ତି—"ମଧ୍ୟେନ କ୍ରଶିମା, ସ୍ତନେନ ଗରିମା, ଦେହେନ ବା କାନ୍ତିମା, ଶ୍ରୋଣୌ ନ ପ୍ରଥିମା, ଗତୌ ନ ଜଡ଼ିମା, ନେତ୍ରେ ନବା ବକ୍ରିମା, ଲାସ୍ୟେନ ଦ୍ରଢ଼ିମା, ନ ବାଚି ପଟିମା ହାସ୍ୟେନ ବା ସ୍ଫୀତିମା ପ୍ରାଣେଶସ୍ୟ ତଥାପି ମଜ୍ଜତି ମନୋମୟ୍ଯେବ କିଂ କାରଣଂ।"
- ବି. ସ୍ତ୍ରୀ — ମଧ୍ୟା—ମଧ୍ୟାନାୟିକାଙ୍କ ଉକ୍ତି—"ଯଦପି ରତି— ମହୋତ୍ସବେ ନକାରୋ, ଯଦପି କରଣେଚ ନୀବି ଧାରଣାନି ପ୍ରିୟ ସଖୀ ପତିରେଷ ପାର୍ଶ୍ୱଦେଶଂ ତଦପି ନ ମୁଞ୍ଚତି ଚେତ୍ ବିମାଚରାମି"।
- ବି. ସ୍ତ୍ରୀ — ପ୍ରୌଢ଼ା—ପ୍ରୌଢ଼ାଙ୍କ ଉକ୍ତି—"ବକ୍ତ୍ରାସ୍ୟାଧର- ପଲ୍ଲବସ୍ୟ ବଚସୋ ହାସ୍ୟସ୍ୟ ଲାସ୍ୟସ୍ୟବା। ଧନ୍ୟା ନାମର— ବିନ୍ଦ ସୁନ୍ଦର ଦୃଶାଂ କାନ୍ତ ସ୍ତନୋତି ସ୍ତୁତିଂ, ସ୍ୱପ୍ନେ ନାପି ନଗଚ୍ଛତି ଶ୍ରୁତି ପଥଂ ଚେତଃ ପଥଂ ଦୃକ୍ପଥଂ, କାପ୍ୟନ୍ୟା ଦୟିତସ୍ୟ ମେ ସଖିକଥଂ ତସ୍ୟାସ୍ତୁ ଭେଦଗ୍ରହଃ।"
- ବି. ସ୍ତ୍ରୀ — ପରକୀୟା—ପରକୀୟାଙ୍କ ଉକ୍ତି—"ସ୍ୱୀୟା ସନ୍ତି ଗୃହେ ସରୋରୁହଦୃଶୋ ଯାସାଂ, ବିଳାସେକ୍ଷଣଂ, କାଞ୍ଚୀ କୁଣ୍ଡଳ ହେମ କଙ୍କଣ ଝନତ୍କାରୋ ନ ବିଶ୍ରାମ୍ୟତି; କୋହେତୁଃ ସଖି କାନନେ ପୁରମୁଖେ ସୌଧେ ସଖୀ ସନ୍ନିଧୌ, ଭାମନ୍ତୀ— ମପି ପଲ୍ଲବସ୍ୟ ପରିତୋ ଦୃଷ୍ଟିର୍ନମାଂ ମୁଞ୍ଚତି।"
- ବି. ସ୍ତ୍ରୀ — ସାମାନ୍ୟା—ସାମାନ୍ୟାଙ୍କ ଉକ୍ତି—"ସନ୍ତ୍ୟେବ ପ୍ରତି ମନ୍ଦିରଂ ମୃଗଦୃଶୋ ଯାସାଂ ସୁଧା ସାଗର—, ସ୍ରୋତସ୍ୟୂତ ସରୋଜ ସୁନ୍ଦର ଚମତ୍କାରାଦୃଶୋ ବିଭ୍ରମଃ, ଚିତ୍ରଂ କିନ୍ତୁ ବିଚିତ୍ର ମନ୍ମଥକଳା ବୈଦଗ୍ଧ୍ୟହେତୋଃ ପୁନର୍ବିତ୍ତଂ ଚିତ୍ତହରଂ ପ୍ରଯଚ୍ଛତି ଯୁବା ମଯ୍ୟେବ କିଂ କାରଣଂ।" ରସମଞ୍ଜରୀ।]