ସ୍ୱାଧିକାର Swadhikāra

  • ସଂ. ବି ( 6 ଷ୍ଠୀ ତତ୍) — ନିଜର ଅଧିକାର ବା ଦଖଲ, ଖାସ୍ ଦଖଲ୍ — One's possession or enjoyment
  • ସଂ. ବି ( 6 ଷ୍ଠୀ ତତ୍) — ଆପଣା ଅଧିକାରର ବା ପ୍ରଭୁତ୍ୱର ସୀମା — One's jurisdiction
  • ସଂ. ବି ( 6 ଷ୍ଠୀ ତତ୍) — ନିଜର ପଦ — One's post or position
  • ସଂ. ବି ( 6 ଷ୍ଠୀ ତତ୍) — ଆପଣାର କର୍ତ୍ତବ୍ୟ କର୍ମମାନ — One's duties