ସ୍ୱାଦ୍ୱୀ Swādwī
- ସଂ. ବିଣ (ସ୍ୱାଦୁ+ସ୍ତ୍ରୀ ଈ) — ସ୍ୱାଦୁର ସ୍ତ୍ରୀଲିଙ୍ଗ — Feminine of 'Swādu'
- ବି — ଦ୍ରାକ୍ଷା (ଅମର) — Grape
- ବି — କ୍ଷୁଦ୍ର ଖର୍ଜୁରୀ (ବୈଦ୍ଯକ); ଛୁଆରା — The dwarf date palm; Pnoenix Dactylifera (re)
- ବି — ଖଜୁରୀ ଗଛ (ହି. ଶ.) — The date palm tree
- ବି — କପିଳ; ଦ୍ରକ୍ଷା (ହି. ଶ.); ମୁନକ୍କା — Raisin
- ବି — ଚିର୍ଭଟିକା (ହି. ଶ.); ଫୁଟି କାକୁଡ଼ି — Melon