ସ୍ୱାଦୁଗନ୍ଧା Swādu gandhā

  • ସଂ. ବି — ଭୂମି କୁଷ୍ମାଣ୍ଡ; ଭୂଇଁ କଖାରୁ (ଜଟାଧାର) — Ipomoea Digitata
  • ସଂ. ବି — ରକ୍ତଶୋଭାଞ୍ଜନ (ରତ୍ନମାଳା); ନାଲିସଜନା — The red-flowered variety of horse-radish tree