ସ୍ୱାଦୁ ପର୍ଣ୍ଣୀ Swadu parṇṇī

  • ସଂ. ବି — ଦୁଗ୍ଧିକା (ରାଜନିର୍ଘଣ୍ଟ); ଚିତାକୁଟୀଗୁଳ୍ମ; ଦଦୟା ଗୁଳ୍ମ — Euparveiflora (plant)
  • ସଂ. ବି — [ଦ୍ର—ଏହା ଉଷ୍ଣବୀର୍ଯ୍ୟ, ଗୁରୁ, ରୁକ୍ଷ, ଗର୍ଭଜନକ, ସ୍ୱାଦୁକ୍ଷୀର, ବାୟୁବର୍ଦ୍ଧକ, ମଳମୂତ୍ରନାଶକ ବିଷ୍ଟମ୍ଭୀ ଓ ଶୁକ୍ରଜନକ।]