ସ୍ୱାଦୁ ଜାତି Swādu jāti

  • ଦେ. ବି — ସ୍ୱାଦୁ ଗୁଣ — Sweetness
  • ଦେ. ବି — ଉତ୍ତମ ଜାତି — Good quality
  • ଦେ. ବି — [ଉ—ବହିଲାକ୍ଷଣି ତାରେ ପ୍ରୀତି, ବିଧ୍ୱଂସ ହେବ ସ୍ୱାଦୁ ଜାତି—ଭଞ୍ଜ, ବୈଦେହୀଶବିଳାସ।]