ସ୍ୱାଦିତ Swāditā
- ସଂ. ବିଣ (ସ୍ୱଦ୍ ଧାତୁ+କର୍ମ ତ) — ଆସ୍ୱାଦିତ; ଗୃହୀତ— ସ୍ୱାଦ; ଚଖା ଯାଇଥିବା — Tasted
- ସଂ. ବିଣ (ସ୍ୱଦ୍ ଧାତୁ+କର୍ମ ତ) — ପ୍ରୀତ — Pleased
- ସଂ. ବିଣ (ସ୍ୱଦ୍ ଧାତୁ+କର୍ମ ତ) — ଭକ୍ଷିତ — Eaten; partaken of
- ସଂ. ବିଣ (ସ୍ୱଦ୍ ଧାତୁ+କର୍ମ ତ) — ଯାହାକୁ ମିଠା କରାଯାଇଅଛି; ମିଷ୍ଟକୃତ — Sweetened (Apte)