ସ୍ୱାଦନ Swādana

  • ସଂ. ବି—(ସ୍ୱଦ୍ ଧାତୁ+ ଭାବ ଅନ) — ରସାନୁଭବ; ଚାଖିବା — Tasting
  • ସଂ. ବି—(ସ୍ୱଦ୍ ଧାତୁ+ ଭାବ ଅନ) — ରସଗ୍ରହଣ — Enjoying or appreciating the sentiment of a matter; relishing
  • ସଂ. ବି—(ସ୍ୱଦ୍ ଧାତୁ+ ଭାବ ଅନ) — ପ୍ରୀତିକରଣ — Pleasing
  • ସଂ. ବି—(ସ୍ୱଦ୍ ଧାତୁ+ ଭାବ ଅନ) — (+କର୍ମ ଅନ) ରସ — Sentiment; taste
  • ସଂ. ବି—(ସ୍ୱଦ୍ ଧାତୁ+ ଭାବ ଅନ) — ମିଠା କରାଇବା; ମିଷ୍ଟୀ— କରଣ — Sweetening (Apte)